or_tn/jhn/21/07.md

2.0 KiB

loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯଦିୟ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I

he tied up his outer garment

ସେ ଆପଣା ଗାମୁଛା ଦେହରେ ପକାଇଲେ କିମ୍ବା “ସେ ଆପଣା ଅଙ୍ଗରଖା ପିନ୍ଧିଲେ”

for he was undressed

ଏହା ପୃଷ୍ଠଭୂମିର ସୂଚନା ଅଟେ I କାର୍ଯ୍ୟ ସହଜ କରିବାରେ ସୁବିଧା ନିମନ୍ତେ ପିତର ଆପଣାର କିଛି ବସ୍ତ୍ର ବାହାର କରି ଦେଇଥିଲେ, କିନ୍ତୁ ବର୍ତ୍ତମାନ ଯେହେତୁ ସେ ପ୍ରଭୁଙ୍କୁ ଅଭିବାଦନ ଜଣାଇବାକୁ ଯାଉଛନ୍ତି, ସେ ଅଧିକା ବସ୍ତ୍ର ପିନ୍ଧିବାକୁ ଇଚ୍ଛାକଲେ I ଅନ୍ୟ ଏକ ଅନୁବାଦରେ: “କରଣ ସେ କିଛି ବସ୍ତ୍ର ବାହାର କରି ଦେଇଥିଲେ” (ଦେଖ: rc://*/ta/man/translate/writing-background)

threw himself into the sea

ପିତର ପାଣି ଭିତରକୁ କୁଦିପଡ଼ି କୂଳ ପାଖକୁ ପହଁରିଗଲେ I ଅନ୍ୟ ଏକ ଅନୁବାଦରେ: “ସମୁଦ୍ରକୁ କୁଦିପଡ଼ି କୂଳ ପାଖକୁ ପହଁରିଗଲେ” (ଦେଖ: rc://*/ta/man/translate/figs-explicit)

threw himself

ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ପିତର ପାଣି ଭିତରକୁ ଅତି ଶୀଘ୍ର କୁଦି ପଡ଼ିଲେ I (ଦେଖ: rc://*/ta/man/translate/figs-idiom)