# loved ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯଦିୟ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I # he tied up his outer garment ସେ ଆପଣା ଗାମୁଛା ଦେହରେ ପକାଇଲେ କିମ୍ବା “ସେ ଆପଣା ଅଙ୍ଗରଖା ପିନ୍ଧିଲେ” # for he was undressed ଏହା ପୃଷ୍ଠଭୂମିର ସୂଚନା ଅଟେ I କାର୍ଯ୍ୟ ସହଜ କରିବାରେ ସୁବିଧା ନିମନ୍ତେ ପିତର ଆପଣାର କିଛି ବସ୍ତ୍ର ବାହାର କରି ଦେଇଥିଲେ, କିନ୍ତୁ ବର୍ତ୍ତମାନ ଯେହେତୁ ସେ ପ୍ରଭୁଙ୍କୁ ଅଭିବାଦନ ଜଣାଇବାକୁ ଯାଉଛନ୍ତି, ସେ ଅଧିକା ବସ୍ତ୍ର ପିନ୍ଧିବାକୁ ଇଚ୍ଛାକଲେ I ଅନ୍ୟ ଏକ ଅନୁବାଦରେ: “କରଣ ସେ କିଛି ବସ୍ତ୍ର ବାହାର କରି ଦେଇଥିଲେ” (ଦେଖ: [[rc://*/ta/man/translate/writing-background]]) # threw himself into the sea ପିତର ପାଣି ଭିତରକୁ କୁଦିପଡ଼ି କୂଳ ପାଖକୁ ପହଁରିଗଲେ I ଅନ୍ୟ ଏକ ଅନୁବାଦରେ: “ସମୁଦ୍ରକୁ କୁଦିପଡ଼ି କୂଳ ପାଖକୁ ପହଁରିଗଲେ” (ଦେଖ: [[rc://*/ta/man/translate/figs-explicit]]) # threw himself ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ପିତର ପାଣି ଭିତରକୁ ଅତି ଶୀଘ୍ର କୁଦି ପଡ଼ିଲେ I (ଦେଖ: [[rc://*/ta/man/translate/figs-idiom]])