or_tn/jhn/21/02.md

680 B

with Thomas called Didymus

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଥୋମାଙ୍କ ସହିତ, ଯାହାଙ୍କୁ ଦିଦୁମ କହନ୍ତି” (ଦେଖ: rc://*/ta/man/translate/figs-activepassive)

Didymus

ଏହା ଏକ ପୁରୁଷର ନାମ, ଯାହାର ଅର୍ଥ “ଯମଜ ଅଟେ I ”ଦେଖ ତୁମେ ଏହି ନାମକୁ କିପରି ଯୋହନ ୧୧:୧୫ ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-names)