# with Thomas called Didymus ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଥୋମାଙ୍କ ସହିତ, ଯାହାଙ୍କୁ ଦିଦୁମ କହନ୍ତି” (ଦେଖ: [[rc://*/ta/man/translate/figs-activepassive]]) # Didymus ଏହା ଏକ ପୁରୁଷର ନାମ, ଯାହାର ଅର୍ଥ “ଯମଜ ଅଟେ I ”ଦେଖ ତୁମେ ଏହି ନାମକୁ କିପରି [ଯୋହନ ୧୧:୧୫](../11/15.md) ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-names]])