or_tn/jhn/20/15.md

16 lines
1009 B
Markdown

# Jesus said to her
ଯୀଶୁ ତାହାଙ୍କୁ ପଚାରିଲେ
# Sir, if you have taken him away
ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆପଣ ଯଦି ଯୀଶୁଙ୍କ ଶରୀର ନେଇ ଯାଇଛନ୍ତି” (ଦେଖ: [[rc://*/ta/man/translate/figs-explicit]])
# tell me where you have put him
ମୋତେ କହନ୍ତୁ ଆପଣ ତାହାଙ୍କୁ କେଉଁ ସ୍ଥାନରେ ରଖିଛନ୍ତି
# I will take him away
ମଗ୍ଦଲୀନୀ ମରିୟମ ଯୀଶୁଙ୍କ ଶରୀର ପାଇବାକୁ ଓ ପୁନର୍ବାର ସମାଧି ଦେବାକୁ ଚାହୁଁଛି I ଅନ୍ୟ ଏକ ଅନୁବାଦରେ: “ମୁଁ ଶରୀରକୁ ନେଇ ପୁନର୍ବାର ତାହାକୁ ସମାଧି ଦେବି” (ଦେଖ: [[rc://*/ta/man/translate/figs-explicit]])