or_tn/jhn/20/15.md

1009 B

Jesus said to her

ଯୀଶୁ ତାହାଙ୍କୁ ପଚାରିଲେ

Sir, if you have taken him away

ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆପଣ ଯଦି ଯୀଶୁଙ୍କ ଶରୀର ନେଇ ଯାଇଛନ୍ତି” (ଦେଖ: rc://*/ta/man/translate/figs-explicit)

tell me where you have put him

ମୋତେ କହନ୍ତୁ ଆପଣ ତାହାଙ୍କୁ କେଉଁ ସ୍ଥାନରେ ରଖିଛନ୍ତି

I will take him away

ମଗ୍ଦଲୀନୀ ମରିୟମ ଯୀଶୁଙ୍କ ଶରୀର ପାଇବାକୁ ଓ ପୁନର୍ବାର ସମାଧି ଦେବାକୁ ଚାହୁଁଛି I ଅନ୍ୟ ଏକ ଅନୁବାଦରେ: “ମୁଁ ଶରୀରକୁ ନେଇ ପୁନର୍ବାର ତାହାକୁ ସମାଧି ଦେବି” (ଦେଖ: rc://*/ta/man/translate/figs-explicit)