or_tn/jhn/20/03.md

629 B

the other disciple

ଯୋହନ ନିଜର ନାମକୁ ଉଲ୍ଲେଖ ନକରି ଆପଣାକୁ “ଅନ୍ୟ ଶିଷ୍ୟ” ସ୍ବରୁପ ପରିଚୟ ଦେଇ ସ୍ପଷ୍ଟ ଭାବରେ ଆପଣାର ନମ୍ରତାକୁ ପ୍ରକାଶ କରୁଛନ୍ତି I

went out

ଯୋହନ ସୂଚାଉଛନ୍ତି ଯେ ଏହି ଶିଷ୍ୟମାନେ ସମାଧିକୁ ଯାଉଥିଲେ I ଅନ୍ୟ ଏକ ଅନୁବାଦରେ: “ସମାଧି ନିକଟକୁ ଦୌଡିଗଲେ” (ଦେଖ: rc://*/ta/man/translate/figs-explicit)