or_tn/jhn/20/03.md

8 lines
629 B
Markdown
Raw Permalink Normal View History

2020-11-19 00:15:53 +00:00
# the other disciple
ଯୋହନ ନିଜର ନାମକୁ ଉଲ୍ଲେଖ ନକରି ଆପଣାକୁ “ଅନ୍ୟ ଶିଷ୍ୟ” ସ୍ବରୁପ ପରିଚୟ ଦେଇ ସ୍ପଷ୍ଟ ଭାବରେ ଆପଣାର ନମ୍ରତାକୁ ପ୍ରକାଶ କରୁଛନ୍ତି I
# went out
ଯୋହନ ସୂଚାଉଛନ୍ତି ଯେ ଏହି ଶିଷ୍ୟମାନେ ସମାଧିକୁ ଯାଉଥିଲେ I ଅନ୍ୟ ଏକ ଅନୁବାଦରେ: “ସମାଧି ନିକଟକୁ ଦୌଡିଗଲେ” (ଦେଖ: [[rc://*/ta/man/translate/figs-explicit]])