or_tn/jhn/19/20.md

995 B

the place where Jesus was crucified

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସ୍ଥାନରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢାଇଲେ”(ଦେଖ: rc://*/ta/man/translate/figs-activepassive)

The sign was written in Hebrew, in Latin, and in Greek

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେ ଅଭିଯୋଗ ପତ୍ର ଲେଖିଲା, ସେ ଶବ୍ଦଗୁଡିକ ୩ଟି ଭାଷାରେ: ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖିଲା”(ଦେଖ: rc://*/ta/man/translate/figs-activepassive)

Latin

ଏହା ରୋମୀୟ ସରକାରଙ୍କ ଭାଷା ଥିଲା I