or_tn/jhn/19/20.md

12 lines
995 B
Markdown
Raw Permalink Normal View History

2020-11-19 00:15:53 +00:00
# the place where Jesus was crucified
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସ୍ଥାନରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢାଇଲେ”(ଦେଖ: [[rc://*/ta/man/translate/figs-activepassive]])
# The sign was written in Hebrew, in Latin, and in Greek
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେ ଅଭିଯୋଗ ପତ୍ର ଲେଖିଲା, ସେ ଶବ୍ଦଗୁଡିକ ୩ଟି ଭାଷାରେ: ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖିଲା”(ଦେଖ: [[rc://*/ta/man/translate/figs-activepassive]])
# Latin
ଏହା ରୋମୀୟ ସରକାରଙ୍କ ଭାଷା ଥିଲା I