or_tn/jhn/19/14.md

1.2 KiB

Connecting Statement:

କିଛିସମୟ ବିତିଯାଇଛି ଓ ଏହା ବର୍ତ୍ତମାନ ସକାଳ ଛଅଘଣ୍ଟା ସମୟ, ଆଉ ପୀଲାତ ଯୀଶୁଙ୍କୁ କ୍ରୁଶାର୍ପିତ କରିବା ନିମନ୍ତେ ସୈନ୍ୟମାନଙ୍କୁ ଆଜ୍ଞା ଦେଉଛନ୍ତି I

Now

ଏହି ଶବ୍ଦ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନଟ କରୁଛି, ଯେପରି ଯୋହନ ଆଗାମୀ ନିସ୍ତାରପର୍ବ ଓ ଦିନର ସମୟ ବିଷୟରେ ସୂଚନା ଦେଇ ପାରିବେ I (ଦେଖ: rc://*/ta/man/translate/writing-background)

the sixth hour

ପ୍ରାୟ ମଧ୍ୟାହ୍ନ ସମୟରେ

Pilate said to the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୀଲାତ ଯିହୂଦୀ ନେତାମାନଙ୍କୁ କହିଲେ” (ଦେଖ: rc://*/ta/man/translate/figs-synecdoche)