or_tn/jhn/19/14.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
କିଛିସମୟ ବିତିଯାଇଛି ଓ ଏହା ବର୍ତ୍ତମାନ ସକାଳ ଛଅଘଣ୍ଟା ସମୟ, ଆଉ ପୀଲାତ ଯୀଶୁଙ୍କୁ କ୍ରୁଶାର୍ପିତ କରିବା ନିମନ୍ତେ ସୈନ୍ୟମାନଙ୍କୁ ଆଜ୍ଞା ଦେଉଛନ୍ତି I
# Now
ଏହି ଶବ୍ଦ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନଟ କରୁଛି, ଯେପରି ଯୋହନ ଆଗାମୀ ନିସ୍ତାରପର୍ବ ଓ ଦିନର ସମୟ ବିଷୟରେ ସୂଚନା ଦେଇ ପାରିବେ I (ଦେଖ: [[rc://*/ta/man/translate/writing-background]])
# the sixth hour
ପ୍ରାୟ ମଧ୍ୟାହ୍ନ ସମୟରେ
# Pilate said to the Jews
ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୀଲାତ ଯିହୂଦୀ ନେତାମାନଙ୍କୁ କହିଲେ” (ଦେଖ: [[rc://*/ta/man/translate/figs-synecdoche]])