or_tn/jhn/19/07.md

1.0 KiB

The Jews answered him

ଏଠାରେ “ଯିହୂଦୀମାନେ” ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କ ସ୍ଥାନରେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ପୀଲାତଙ୍କୁ ଉତ୍ତର ଦେଲେ”(ଦେଖ: rc://*/ta/man/translate/figs-synecdoche)

he has to die because he claimed to be the Son of God

ଯୀଶୁ କ୍ରୁଶାର୍ପିତ ହେବା ଦ୍ବାରା ମୃତ୍ୟୁ ଦଣ୍ଡାଜ୍ଞା ପ୍ରାପ୍ତ ହେଲେ ଯେହେତୁ ସେ ଆପଣାକୁ “ଈଶ୍ବରଙ୍କ ପୁତ୍ର” ହେବା ଦାବୀ କରୁଥିଲେ I

Son of God

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)