# The Jews answered him ଏଠାରେ “ଯିହୂଦୀମାନେ” ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କ ସ୍ଥାନରେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ପୀଲାତଙ୍କୁ ଉତ୍ତର ଦେଲେ”(ଦେଖ: [[rc://*/ta/man/translate/figs-synecdoche]]) # he has to die because he claimed to be the Son of God ଯୀଶୁ କ୍ରୁଶାର୍ପିତ ହେବା ଦ୍ବାରା ମୃତ୍ୟୁ ଦଣ୍ଡାଜ୍ଞା ପ୍ରାପ୍ତ ହେଲେ ଯେହେତୁ ସେ ଆପଣାକୁ “ଈଶ୍ବରଙ୍କ ପୁତ୍ର” ହେବା ଦାବୀ କରୁଥିଲେ I # Son of God ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])