or_tn/jhn/19/04.md

574 B

I find no guilt in him

ପୀଲାତ ଏହାକୁ ଦୁଇଥର କହୁଛନ୍ତି ଯେ ଯୀଶୁ କୌଣସି ଅପରାଧରେ ଦୋଷୀ ଥିବା ସେ ବିଶ୍ବାସ କରୁନାହାନ୍ତି I ସେ ତାହାଙ୍କୁ ଦଣ୍ଡ ଦେବା ଚାହାନ୍ତି ନାହି I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ଦଣ୍ଡ ଦେବାର ମୁଁ କୌଣସି କାରଣ ଦେଖୁନାହିଁ” (ଦେଖ: rc://*/ta/man/translate/figs-explicit)