or_tn/jhn/19/04.md

4 lines
574 B
Markdown
Raw Permalink Normal View History

2020-11-19 00:15:53 +00:00
# I find no guilt in him
ପୀଲାତ ଏହାକୁ ଦୁଇଥର କହୁଛନ୍ତି ଯେ ଯୀଶୁ କୌଣସି ଅପରାଧରେ ଦୋଷୀ ଥିବା ସେ ବିଶ୍ବାସ କରୁନାହାନ୍ତି I ସେ ତାହାଙ୍କୁ ଦଣ୍ଡ ଦେବା ଚାହାନ୍ତି ନାହି I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ଦଣ୍ଡ ଦେବାର ମୁଁ କୌଣସି କାରଣ ଦେଖୁନାହିଁ” (ଦେଖ: [[rc://*/ta/man/translate/figs-explicit]])