or_tn/jhn/18/36.md

1.5 KiB
Raw Permalink Blame History

My kingdom is not of this world

ଏଠାରେ “ଜଗତ” ସେହି ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ସମ୍ଭାବିତ ଅର୍ଥାଗୁଡିକ ୧) “ମୋହର ରାଜ୍ୟ ଏହି ଜଗତର ଅଂଶ ନୁହେଁ” କିମ୍ବା ) “ମୁ ସେମାନଙ୍କ ରାଜା ହୋଇ ଶାସନ କରିବା ନିମନ୍ତେ ମୋତେ ଏହି ଜଗତର ଅନୁମତି ଆବଶ୍ୟକ ନାହିଁ” କିମ୍ବା “ରାଜା ହେବା ନିମନ୍ତେ ଏହି ଜଗତରୁ ମୁଁ ଅଧିକାର ପ୍ରାପ୍ତ ହୋଇନାହିଁ I”(ଦେଖ: rc://*/ta/man/translate/figs-metonymy)

so that I would not be given over to the Jews

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ମୋତେ ବାନ୍ଧିବାରୁ ଯିହୂଦୀମାନଙ୍କୁ ବାଧା ଦେଇଥାନ୍ତେ”(ଦେଖ: rc://*/ta/man/translate/figs-activepassive)

the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-synecdoche)