or_tn/jhn/18/36.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# My kingdom is not of this world
ଏଠାରେ “ଜଗତ” ସେହି ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ସମ୍ଭାବିତ ଅର୍ଥାଗୁଡିକ ୧) “ମୋହର ରାଜ୍ୟ ଏହି ଜଗତର ଅଂଶ ନୁହେଁ” କିମ୍ବା ) “ମୁ ସେମାନଙ୍କ ରାଜା ହୋଇ ଶାସନ କରିବା ନିମନ୍ତେ ମୋତେ ଏହି ଜଗତର ଅନୁମତି ଆବଶ୍ୟକ ନାହିଁ” କିମ୍ବା “ରାଜା ହେବା ନିମନ୍ତେ ଏହି ଜଗତରୁ ମୁଁ ଅଧିକାର ପ୍ରାପ୍ତ ହୋଇନାହିଁ I”(ଦେଖ: [[rc://*/ta/man/translate/figs-metonymy]])
# so that I would not be given over to the Jews
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ମୋତେ ବାନ୍ଧିବାରୁ ଯିହୂଦୀମାନଙ୍କୁ ବାଧା ଦେଇଥାନ୍ତେ”(ଦେଖ: [[rc://*/ta/man/translate/figs-activepassive]])
# the Jews
ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-synecdoche]])