or_tn/jhn/18/19.md

736 B

General Information:

ଏଠାରେ ବିବରଣୀର ଧାରା ଯୀଶୁଙ୍କ ନିକଟକୁ ଫେରିଯାଏ I

The high priest

ଏ କୟାଫା ଥିଲେ (ଯୋହନ ୧୮:୧୩) I

about his disciples and his teaching

ଏଠାରେ “ତାହାଙ୍କ ଶିକ୍ଷା” ଯୀଶୁ ଲୋକମାନଙ୍କୁ ଦେଉଥିବା ଶିକ୍ଷାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ସେ ଲୋକମାନଙ୍କୁ ଦେଉଥିବା ଶିକ୍ଷା ବିଷୟରେ” (ଦେଖ: rc://*/ta/man/translate/figs-explicit)