# General Information: ଏଠାରେ ବିବରଣୀର ଧାରା ଯୀଶୁଙ୍କ ନିକଟକୁ ଫେରିଯାଏ I # The high priest ଏ କୟାଫା ଥିଲେ ([ଯୋହନ ୧୮:୧୩](../18/13.md)) I # about his disciples and his teaching ଏଠାରେ “ତାହାଙ୍କ ଶିକ୍ଷା” ଯୀଶୁ ଲୋକମାନଙ୍କୁ ଦେଉଥିବା ଶିକ୍ଷାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ସେ ଲୋକମାନଙ୍କୁ ଦେଉଥିବା ଶିକ୍ଷା ବିଷୟରେ” (ଦେଖ: [[rc://*/ta/man/translate/figs-explicit]])