or_tn/jhn/18/11.md

1.2 KiB

sheath

ଗୋଟିଏ ତୀକ୍ଷ୍ନ ଛୁରୀ ବା ଖଡ୍ଗର ଖୋଳ, ଯେପରି ଧରିଥିବା ଲୋକକୁ ତାହା କାଟିବ ନାହିଁ

Should I not drink the cup that the Father has given me?

ଏହି ଟିପ୍ପଣୀକୁ ଯୀଶୁଙ୍କ ଉକ୍ତିର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ପିତା ମୋତେ ଦେଇଥିବା ପାତ୍ରରୁ ମୋତେ ନିଶ୍ଚୟ ପାନ କରିବାକୁ ହେବ !” (ଦେଖ: rc://*/ta/man/translate/figs-rquestion)

the cup

ଏଠାରେ “ପାତ୍ର” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ନିଶ୍ଚିତରୂପେ ସହ୍ୟ କରିବାକୁ ଥିବା ଦୁଃଖଭୋଗକୁ ବୁଝାଏ, (ଦେଖ: rc://*/ta/man/translate/figs-metaphor)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)