or_tn/jhn/18/11.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# sheath
ଗୋଟିଏ ତୀକ୍ଷ୍ନ ଛୁରୀ ବା ଖଡ୍ଗର ଖୋଳ, ଯେପରି ଧରିଥିବା ଲୋକକୁ ତାହା କାଟିବ ନାହିଁ
# Should I not drink the cup that the Father has given me?
ଏହି ଟିପ୍ପଣୀକୁ ଯୀଶୁଙ୍କ ଉକ୍ତିର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ପିତା ମୋତେ ଦେଇଥିବା ପାତ୍ରରୁ ମୋତେ ନିଶ୍ଚୟ ପାନ କରିବାକୁ ହେବ !” (ଦେଖ: [[rc://*/ta/man/translate/figs-rquestion]])
# the cup
ଏଠାରେ “ପାତ୍ର” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ନିଶ୍ଚିତରୂପେ ସହ୍ୟ କରିବାକୁ ଥିବା ଦୁଃଖଭୋଗକୁ ବୁଝାଏ, (ଦେଖ: [[rc://*/ta/man/translate/figs-metaphor]])
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])