or_tn/jhn/18/08.md

672 B

General Information:

୯ ପଦରେ ମୁଖ୍ୟ ବିବରଣୀ ଧାରାରେ ଏକ ବିରତି ଅଛି, ଯେହେତୁ ଯୀଶୁ ଶାସ୍ତ୍ର ସଫଳ କରୁଥିବା ବିଷୟରେ ଯୋହନ ପୃଷ୍ଠଭୂମିର ସୂଚନା ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

I am

ଏଠାରେ “ସେ” ଶବ୍ଦ ମୂଳ ସଂସ୍କରଣରେ ନାହିଁ, କିନ୍ତୁ ଅର୍ଥବୋଧକ ଅଟେ I ଅନ୍ୟ ଏକ ଅନୁବାଦରେ:”ମୁଁ ସେହି” (ଦେଖ: rc://*/ta/man/translate/figs-explicit)