or_tn/jhn/18/08.md

8 lines
672 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୯ ପଦରେ ମୁଖ୍ୟ ବିବରଣୀ ଧାରାରେ ଏକ ବିରତି ଅଛି, ଯେହେତୁ ଯୀଶୁ ଶାସ୍ତ୍ର ସଫଳ କରୁଥିବା ବିଷୟରେ ଯୋହନ ପୃଷ୍ଠଭୂମିର ସୂଚନା ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]])
# I am
ଏଠାରେ “ସେ” ଶବ୍ଦ ମୂଳ ସଂସ୍କରଣରେ ନାହିଁ, କିନ୍ତୁ ଅର୍ଥବୋଧକ ଅଟେ I ଅନ୍ୟ ଏକ ଅନୁବାଦରେ:”ମୁଁ ସେହି” (ଦେଖ: [[rc://*/ta/man/translate/figs-explicit]])