16 lines
1.3 KiB
Markdown
16 lines
1.3 KiB
Markdown
# General Information:
|
||
|
||
୧-୨ ପଦଗୁଡିକ ନିମ୍ନଲିଖିତ ଘଟଣା ବିଷୟରେ ପୃଷ୍ଠଭୂମିର ସୂଚନା ଦିଏ I ୧ ପଦ କହେ ସେସବୁ କେଉଁଠି ଘଟିଲା ଓ ୨ ପଦ ଯିହୂଦାଙ୍କ ବିଷୟରେ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]])
|
||
|
||
# After Jesus spoke these words
|
||
|
||
ଲେଖକ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନଟ କରିବା ନିମନ୍ତେ ଏହି ପଦଗୁଡିକ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/writing-newevent]])
|
||
|
||
# Kidron Valley
|
||
|
||
ମନ୍ଦିରସ୍ଥିତ ପର୍ବତକୁ ଜୀତ ପର୍ବତଠାରୁ ପୃଥକ୍ କରୁଥିବା ଯିରୂଶାଲମର ଏକ ଉପତ୍ୟକା (ଦେଖ: [[rc://*/ta/man/translate/translate-names]])
|
||
|
||
# where there was a garden
|
||
|
||
ଏହା ଜୀତ ବୃକ୍ଷର ଏକ ଉଦ୍ୟାନ ଥିଲା I ଅନ୍ୟ ଏକ ଅନୁବାଦରେ: “ଯେଉଁଠାରେ ଜୀତ ବୃକ୍ଷର ଏକ ଉଦ୍ୟାନ ଥିଲା” (ଦେଖ: [[rc://*/ta/man/translate/figs-explicit]])
|