or_tn/jhn/18/01.md

1.3 KiB
Raw Permalink Blame History

General Information:

୧- ପଦଗୁଡିକ ନିମ୍ନଲିଖିତ ଘଟଣା ବିଷୟରେ ପୃଷ୍ଠଭୂମିର ସୂଚନା ଦିଏ I ୧ ପଦ କହେ ସେସବୁ କେଉଁଠି ଘଟିଲା ଓ ପଦ ଯିହୂଦାଙ୍କ ବିଷୟରେ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: rc://*/ta/man/translate/writing-background)

After Jesus spoke these words

ଲେଖକ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନଟ କରିବା ନିମନ୍ତେ ଏହି ପଦଗୁଡିକ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/writing-newevent)

Kidron Valley

ମନ୍ଦିରସ୍ଥିତ ପର୍ବତକୁ ଜୀତ ପର୍ବତଠାରୁ ପୃଥକ୍ କରୁଥିବା ଯିରୂଶାଲମର ଏକ ଉପତ୍ୟକା (ଦେଖ: rc://*/ta/man/translate/translate-names)

where there was a garden

ଏହା ଜୀତ ବୃକ୍ଷର ଏକ ଉଦ୍ୟାନ ଥିଲା I ଅନ୍ୟ ଏକ ଅନୁବାଦରେ: “ଯେଉଁଠାରେ ଜୀତ ବୃକ୍ଷର ଏକ ଉଦ୍ୟାନ ଥିଲା” (ଦେଖ: rc://*/ta/man/translate/figs-explicit)