or_tn/jhn/16/23.md

16 lines
1.9 KiB
Markdown

# Truly, truly, I say to you
ଏହାକୁ ଏପରି ଅନୁବାଦ କର ଯେପରି ନିମ୍ନଲିଖିତ ବିଷୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟକୁ ତୁମ ଭାଷା ଗୁରୁତ୍ବ ଦେବ I ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md)ରେ ଅନୁବାଦ କରିଅଛ I
# if you ask anything of the Father in my name, he will give it to you
ଏଠାରେ “ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ବ୍ୟକ୍ତିତ୍ବ ଓ ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ପିତାଙ୍କୁ କୌଣସି ବିଷୟ ମାଗିବ, ସେ ତୁମ୍ଭମାନଙ୍କୁ ତାହା ଦେବେ, କାରଣ ତୁମ୍ଭେମାନେ ମୋହର ଅଟ” (ଦେଖ: [[rc://*/ta/man/translate/figs-metonymy]])
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# in my name
ଏଠାରେ “ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ବ୍ୟକ୍ତିତ୍ବ ଓ ଅଧିକାରକୁ ବୁଝାଏ I ଯୀଶୁଙ୍କ ସହିତ ସେମାନଙ୍କ ସମ୍ପର୍କ ଥିବା ସକାଶୁ, ପିତା ବିଶ୍ବାସୀମାନଙ୍କ ଅନୁରୋଧକୁ ସମ୍ମାନିତ କରିବେ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ମୋହର ଶିଷ୍ୟ ଅଟ କିମ୍ବା “ମୋହର ଅଧିକାରରେ” (ଦେଖ: [[rc://*/ta/man/translate/figs-metonymy]])