or_tn/jhn/16/23.md

1.9 KiB

Truly, truly, I say to you

ଏହାକୁ ଏପରି ଅନୁବାଦ କର ଯେପରି ନିମ୍ନଲିଖିତ ବିଷୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟକୁ ତୁମ ଭାଷା ଗୁରୁତ୍ବ ଦେବ I ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

if you ask anything of the Father in my name, he will give it to you

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ବ୍ୟକ୍ତିତ୍ବ ଓ ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ପିତାଙ୍କୁ କୌଣସି ବିଷୟ ମାଗିବ, ସେ ତୁମ୍ଭମାନଙ୍କୁ ତାହା ଦେବେ, କାରଣ ତୁମ୍ଭେମାନେ ମୋହର ଅଟ” (ଦେଖ: rc://*/ta/man/translate/figs-metonymy)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

in my name

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଯୀଶୁଙ୍କ ବ୍ୟକ୍ତିତ୍ବ ଓ ଅଧିକାରକୁ ବୁଝାଏ I ଯୀଶୁଙ୍କ ସହିତ ସେମାନଙ୍କ ସମ୍ପର୍କ ଥିବା ସକାଶୁ, ପିତା ବିଶ୍ବାସୀମାନଙ୍କ ଅନୁରୋଧକୁ ସମ୍ମାନିତ କରିବେ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ମୋହର ଶିଷ୍ୟ ଅଟ କିମ୍ବା “ମୋହର ଅଧିକାରରେ” (ଦେଖ: rc://*/ta/man/translate/figs-metonymy)