or_tn/jhn/16/17.md

16 lines
1.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏଠାରେ ଯୀଶୁଙ୍କ କଥା କହୁଥିବା ସମୟରେ ଏକ ବିରତି ଅଛି, ଯେହେତୁ ଯୀଶୁ କେଉଁ ଅର୍ଥରେ କହୁଛନ୍ତି, ତାହା ଶିଷ୍ୟମାନେ ପରସ୍ପରକୁ ପଚାରୁଛନ୍ତି I
# A short amount of time you will no longer see me
ଶିଷ୍ୟମାନେ ବୁଝିପାରି ନଥିଲେ ଯେ ଏହା ଯୀଶୁଙ୍କ କ୍ରୁଶ ଉପର ମୃତ୍ୟୁକୁ ବୁଝାଏ I
# after another short amount of time you will see me
ସମ୍ଭାବିତ ଅର୍ଥଗୁଡିକ ୧) ଏହା ଯୀଶୁଙ୍କ ପୁନରୁତ୍ଥାନକୁ ବୁଝାଇ ପାରେ କିମ୍ବା ) ଏହା ଯୁଗାନ୍ତ ସମୟରେ ଯୀଶୁଙ୍କ ଆଗମନକୁ ବୁଝାଇ ପାରେ I
# the Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])