# General Information: ଏଠାରେ ଯୀଶୁଙ୍କ କଥା କହୁଥିବା ସମୟରେ ଏକ ବିରତି ଅଛି, ଯେହେତୁ ଯୀଶୁ କେଉଁ ଅର୍ଥରେ କହୁଛନ୍ତି, ତାହା ଶିଷ୍ୟମାନେ ପରସ୍ପରକୁ ପଚାରୁଛନ୍ତି I # A short amount of time you will no longer see me ଶିଷ୍ୟମାନେ ବୁଝିପାରି ନଥିଲେ ଯେ ଏହା ଯୀଶୁଙ୍କ କ୍ରୁଶ ଉପର ମୃତ୍ୟୁକୁ ବୁଝାଏ I # after another short amount of time you will see me ସମ୍ଭାବିତ ଅର୍ଥଗୁଡିକ ୧) ଏହା ଯୀଶୁଙ୍କ ପୁନରୁତ୍ଥାନକୁ ବୁଝାଇ ପାରେ କିମ୍ବା ୨) ଏହା ଯୁଗାନ୍ତ ସମୟରେ ଯୀଶୁଙ୍କ ଆଗମନକୁ ବୁଝାଇ ପାରେ I # the Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])