or_tn/jhn/16/01.md

1.1 KiB

Connecting Statement:

ବିବରଣୀର ଏହି ଅଂଶଟି ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ମେଜ ଉପରେ ଆଉଜି ପଡ଼ି ସେମାନଙ୍କୁ କଥା କହି ଚାଲିଛନ୍ତି I

you will not fall away

ଏଠାରେ “ବିଘ୍ନ ପାଇବା” ବାକ୍ୟାଂଶ ଯୀଶୁଙ୍କଠାରେ ଜଣକର ବିଶ୍ବାସ ସ୍ଥାପନ କରିବା ଅପେକ୍ଷା ଓହରି ଯିବା ବିଷୟକୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କଷ୍ଟଦୁଃଖର ସମ୍ମୁଖୀନ ହେଲେ, ମୋ’ଠାରେ ବିଶ୍ବାସ ସ୍ଥାପନ କରିବାଠାରୁ ଓହରି ଯିବ ନାହିଁ”(ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])