# Connecting Statement: ବିବରଣୀର ଏହି ଅଂଶଟି ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ମେଜ ଉପରେ ଆଉଜି ପଡ଼ି ସେମାନଙ୍କୁ କଥା କହି ଚାଲିଛନ୍ତି I # you will not fall away ଏଠାରେ “ବିଘ୍ନ ପାଇବା” ବାକ୍ୟାଂଶ ଯୀଶୁଙ୍କଠାରେ ଜଣକର ବିଶ୍ବାସ ସ୍ଥାପନ କରିବା ଅପେକ୍ଷା ଓହରି ଯିବା ବିଷୟକୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କଷ୍ଟଦୁଃଖର ସମ୍ମୁଖୀନ ହେଲେ, ମୋ’ଠାରେ ବିଶ୍ବାସ ସ୍ଥାପନ କରିବାଠାରୁ ଓହରି ଯିବ ନାହିଁ”(ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-activepassive]])