or_tn/jhn/15/26.md

12 lines
875 B
Markdown

# will send ... from the Father ... the Spirit of truth ... he will testify about me
ପିତା ଈଶ୍ବର ପବିତ୍ରଆତ୍ମା ଈଶ୍ବରଙ୍କୁ ପ୍ରକାଶ କରିବା ନିମନ୍ତେ ଜଗତକୁ ପ୍ରେରଣ କଲେ I
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# the Spirit of truth
ଏହା ପବିତ୍ରଆତ୍ମାଙ୍କ ନିମନ୍ତେ ଏକ ଶୀର୍ଷକ ଅଟେ I ଅନ୍ୟ ଏକ ଅନୁବାଦରେ: “ସେହି ଆତ୍ମା, ଯେ ଈଶ୍ବରଙ୍କ ବିଷୟରେ ଓ ମୋ ବିଷୟରେ କହନ୍ତି” (ଦେଖ: [[rc://*/ta/man/translate/figs-explicit]])