or_tn/jhn/15/26.md

875 B

will send ... from the Father ... the Spirit of truth ... he will testify about me

ପିତା ଈଶ୍ବର ପବିତ୍ରଆତ୍ମା ଈଶ୍ବରଙ୍କୁ ପ୍ରକାଶ କରିବା ନିମନ୍ତେ ଜଗତକୁ ପ୍ରେରଣ କଲେ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

the Spirit of truth

ଏହା ପବିତ୍ରଆତ୍ମାଙ୍କ ନିମନ୍ତେ ଏକ ଶୀର୍ଷକ ଅଟେ I ଅନ୍ୟ ଏକ ଅନୁବାଦରେ: “ସେହି ଆତ୍ମା, ଯେ ଈଶ୍ବରଙ୍କ ବିଷୟରେ ଓ ମୋ ବିଷୟରେ କହନ୍ତି” (ଦେଖ: rc://*/ta/man/translate/figs-explicit)