or_tn/jhn/15/24.md

1.0 KiB
Raw Permalink Blame History

If I had not done the works that no one else did among them, they would have no sin, but

ତୁମେ ଏହି ଯୁଗ୍ମ ନକାରାତ୍ମକ ବିଷୟକୁ ସକାରାତ୍ମକ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ କେହି କରି ନଥିବା କର୍ମସବୁ ମୁଁ ସେମାନଙ୍କ ମଧ୍ୟରେ କରିଅଛି, ସେମାନଙ୍କ ପାପ ରହିଅଛି, ଅତଏବ” (ଦେଖ: rc://*/ta/man/translate/figs-doublenegatives)

they would have no sin

ସେମାନଙ୍କର ପାପ ହୋଇ ନଥାଆନ୍ତା I ଦେଖ ତୁମେ ଏହାକୁ କିପରି ଯୋହନ ୧୫:ରେ ଅନୁବାଦ କରିଅଛ I

they have seen and hated both me and my Father

ପୁତ୍ର ଈଶ୍ବରଙ୍କୁ ଘୃଣା କରିବା ଅର୍ଥ ପିତା ଈଶ୍ବରଙ୍କୁ ଘୃଣା କରିବା I