or_tn/jhn/15/22.md

874 B

If I had not come and spoken to them, they would not have sin, but now they have no excuse for their sin

ଏଠାରେ ଯୀଶୁ ସୂଚାଉଛନ୍ତି ଯେ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି ନାହିଁ, ସେମାନଙ୍କୁ ସେ ଈଶ୍ବରଙ୍କ ବାକ୍ୟ କହିଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ମୁଁ ଆସି ସେମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଅଛି, ସେମାନଙ୍କ ପାପ ନିମନ୍ତେ ଈଶ୍ବର ସେମାନଙ୍କ ବିଚାର କରିବା ସମୟରେ ସେମାନେ କୌଣସି ବାହାନା କରିପାରିବେ ନାହିଁ” (ଦେଖ: rc://*/ta/man/translate/figs-explicit)