or_tn/jhn/15/08.md

1.3 KiB

My Father is glorified in this

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଲୋକମାନଙ୍କୁ ମୋହର ପିତାଙ୍କ ଗୌରବର କାରଣ ହୁଏ” (ଦେଖ: rc://*/ta/man/translate/figs-activepassive)

My Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

that you bear much fruit

ଏଠାରେ “ଫଳ” ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଜୀବନଯାପନ କରିବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ ତାହାଙ୍କୁ ସନ୍ତୁଷ୍ଟ କରିବାର ମାର୍ଗରେ ଜୀବନଯାପନ କର” (ଦେଖ: rc://*/ta/man/translate/figs-metaphor)

are my disciples

ଦେଖାଏ ଯେ ତୁମ୍ଭେମାନେ ମୋହର ଶିଷ୍ୟଗଣ କିମ୍ବା “ପ୍ରଦର୍ଶନ କରେ ଯେ ତୁମ୍ଭେମାନେ ମୋହର ଶିଷ୍ୟଗଣ”