# My Father is glorified in this ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଲୋକମାନଙ୍କୁ ମୋହର ପିତାଙ୍କ ଗୌରବର କାରଣ ହୁଏ” (ଦେଖ: [[rc://*/ta/man/translate/figs-activepassive]]) # My Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # that you bear much fruit ଏଠାରେ “ଫଳ” ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଜୀବନଯାପନ କରିବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ ତାହାଙ୍କୁ ସନ୍ତୁଷ୍ଟ କରିବାର ମାର୍ଗରେ ଜୀବନଯାପନ କର” (ଦେଖ: [[rc://*/ta/man/translate/figs-metaphor]]) # are my disciples ଦେଖାଏ ଯେ ତୁମ୍ଭେମାନେ ମୋହର ଶିଷ୍ୟଗଣ କିମ୍ବା “ପ୍ରଦର୍ଶନ କରେ ଯେ ତୁମ୍ଭେମାନେ ମୋହର ଶିଷ୍ୟଗଣ”