or_tn/jhn/15/01.md

1.8 KiB

Connecting Statement:

ବିବରଣୀର ଏହି ଅଂଶଟି ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ମେଜ ଉପରେ ଆଉଜି ପଡ଼ି ସେମାନଙ୍କୁ କଥା କହିଚାଲିଛନ୍ତି I

I am the true vine

ଏଠାରେ “ପ୍ରକୃତ ଦ୍ରାକ୍ଷାଲତା” ଏକ ରୂପକ ଅଟେ I ଯୀଶୁ ଆପଣାକୁ ଏକ ଦ୍ରାକ୍ଷାଲତା ବା ଦ୍ରାକ୍ଷାମୁଳ ସହିତ ତୁଳନା କରୁଛନ୍ତି I ସେ ଜୀବନର ଉତ୍ସ ଅଟନ୍ତି, ଯାହା ଲୋକମାନଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ଜୀବନଯାପନ କରିବାର କାରଣ ହୁଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଏକ ଦ୍ରାକ୍ଷାଲତା ସଦୃଶ ଅଟେ ଯାହା ଉତ୍ତମ ଫଳ ଉତ୍ପନ୍ନ କରେ” (ଦେଖ: rc://*/ta/man/translate/figs-metaphor)

my Father is the gardener

“କୃଷକ” ଏକ ରୂପକ ଅଟେ I “କୃଷକ” ଜଣେ ବ୍ୟକ୍ତି ଅଟନ୍ତି, ଯେ ଦ୍ରାକ୍ଷାଲତାର ଯଥାସମ୍ଭବ ଫଳବତୀ ହେବା ବିଷୟକୁ ନିଶ୍ଚିତ କରାନ୍ତି I ଅନ୍ୟ ଏକ ଅନୁବାଦରେ: “ମୋହର ପିତା କୃଷକ ସଦୃଶ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)