or_tn/jhn/15/01.md

16 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ବିବରଣୀର ଏହି ଅଂଶଟି ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ମେଜ ଉପରେ ଆଉଜି ପଡ଼ି ସେମାନଙ୍କୁ କଥା କହିଚାଲିଛନ୍ତି I
# I am the true vine
ଏଠାରେ “ପ୍ରକୃତ ଦ୍ରାକ୍ଷାଲତା” ଏକ ରୂପକ ଅଟେ I ଯୀଶୁ ଆପଣାକୁ ଏକ ଦ୍ରାକ୍ଷାଲତା ବା ଦ୍ରାକ୍ଷାମୁଳ ସହିତ ତୁଳନା କରୁଛନ୍ତି I ସେ ଜୀବନର ଉତ୍ସ ଅଟନ୍ତି, ଯାହା ଲୋକମାନଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ଜୀବନଯାପନ କରିବାର କାରଣ ହୁଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଏକ ଦ୍ରାକ୍ଷାଲତା ସଦୃଶ ଅଟେ ଯାହା ଉତ୍ତମ ଫଳ ଉତ୍ପନ୍ନ କରେ” (ଦେଖ: [[rc://*/ta/man/translate/figs-metaphor]])
# my Father is the gardener
“କୃଷକ” ଏକ ରୂପକ ଅଟେ I “କୃଷକ” ଜଣେ ବ୍ୟକ୍ତି ଅଟନ୍ତି, ଯେ ଦ୍ରାକ୍ଷାଲତାର ଯଥାସମ୍ଭବ ଫଳବତୀ ହେବା ବିଷୟକୁ ନିଶ୍ଚିତ କରାନ୍ତି I ଅନ୍ୟ ଏକ ଅନୁବାଦରେ: “ମୋହର ପିତା କୃଷକ ସଦୃଶ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])
# my Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])