or_tn/jhn/14/31.md

700 B

in order that the world will know

ଏଠାରେ “ଜଗତ” ସେହି ଲୋକମାନଙ୍କ ନିମନ୍ତେ ଏକ ରୂପକ ଅଟେ ଯେଉଁମାନେ ଈଶ୍ବରଙ୍କର ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କର ନୁହନ୍ତି, ସେମାନେ ଯେପରି ଜାଣିବେ” (ଦେଖ: rc://*/ta/man/translate/figs-metonymy)

the Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)