or_tn/jhn/14/31.md

8 lines
700 B
Markdown
Raw Permalink Normal View History

2020-11-19 00:15:53 +00:00
# in order that the world will know
ଏଠାରେ “ଜଗତ” ସେହି ଲୋକମାନଙ୍କ ନିମନ୍ତେ ଏକ ରୂପକ ଅଟେ ଯେଉଁମାନେ ଈଶ୍ବରଙ୍କର ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କର ନୁହନ୍ତି, ସେମାନେ ଯେପରି ଜାଣିବେ” (ଦେଖ: [[rc://*/ta/man/translate/figs-metonymy]])
# the Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])