or_tn/jhn/14/23.md

1.6 KiB

Connecting Statement:

ଯୀଶୁ ଯିହୂଦାକୁ ଉତ୍ତର ଦେଉଛନ୍ତି (ଈଷ୍କରିୟୋଥ ନୁହେଁ)

If anyone loves me, he will keep my word

ଯେ ମୋତେ ପ୍ରେମ କରେ, ମୁଁ ଯାହା କରିବାକୁ ତାହାଙ୍କୁ କହିଅଛି, ସେ ତାହା କରେ

loves

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ ଏପରିକି ଯଦିଓ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I

My Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

we will come to him and we will make our home with him

ଯୀଶୁଙ୍କ ଆଜ୍ଞା ପାଳନ କରୁଥିବା ଲୋକମାନଙ୍କୁ ପିତା ଓ ପୁତ୍ର ଆପଣା ଆପଣା ଜୀବନର ଅଂଶୀ କରାନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ତାହାଙ୍କ ସହିତ ବାସ କରିବାକୁ ଆମ୍ଭେମାନେ ଆସିବୁ, ଓ ତାହାଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କ ରଖିବୁ” (ଦେଖ: rc://*/ta/man/translate/figs-explicit)