# Connecting Statement: ଯୀଶୁ ଯିହୂଦାକୁ ଉତ୍ତର ଦେଉଛନ୍ତି (ଈଷ୍କରିୟୋଥ ନୁହେଁ) # If anyone loves me, he will keep my word ଯେ ମୋତେ ପ୍ରେମ କରେ, ମୁଁ ଯାହା କରିବାକୁ ତାହାଙ୍କୁ କହିଅଛି, ସେ ତାହା କରେ # loves ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ ଏପରିକି ଯଦିଓ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I # My Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # we will come to him and we will make our home with him ଯୀଶୁଙ୍କ ଆଜ୍ଞା ପାଳନ କରୁଥିବା ଲୋକମାନଙ୍କୁ ପିତା ଓ ପୁତ୍ର ଆପଣା ଆପଣା ଜୀବନର ଅଂଶୀ କରାନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ତାହାଙ୍କ ସହିତ ବାସ କରିବାକୁ ଆମ୍ଭେମାନେ ଆସିବୁ, ଓ ତାହାଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କ ରଖିବୁ” (ଦେଖ: [[rc://*/ta/man/translate/figs-explicit]])