or_tn/jhn/14/10.md

20 lines
1.5 KiB
Markdown

# Connecting Statement:
ଯୀଶୁ ଫିଲିପ୍ପଙ୍କୁ ଏକ ପ୍ରଶ୍ନ ପଚାରୁଛନ୍ତି ଓ ତାହାପରେ ସେ ସମସ୍ତ ଶିଷ୍ୟମାନଙ୍କୁ କହି ଚାଲିଛନ୍ତି I
# Do you not believe ... in me?
ଏହି ଟିପ୍ପଣୀ ଫିଲିପ୍ପଙ୍କ ପ୍ରତି ଯୀଶୁଙ୍କ ବାକ୍ୟକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ପ୍ରକୃତରେ ...ମୋଠାରେ ବିଶ୍ବାସ କରିବା ଉଚିତ I”(ଦେଖ: [[rc://*/ta/man/translate/figs-rquestion]])
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# The words that I say to you I do not speak from my own authority
ମୁଁ ଯାହା ତୁମମାନଙ୍କୁ କହୁଅଛି, ତାହା ମୋଠାରୁ ନୁହେଁ କିମ୍ବା “ମୁଁ କହୁଥିବା ଏହି ବାକ୍ୟସମୁହ ମୋଠାରୁ ନୁହେଁ”
# The words that I say to you
ଏଠାରେ “ତୁମ୍ଭେମାନେ” ବହୁବାଚକ ଅଟେ I ଯୀଶୁ ବର୍ତ୍ତମାନ ସମସ୍ତ ଶିଷ୍ୟମାନଙ୍କୁ କହୁଛନ୍ତି I