or_tn/jhn/14/10.md

1.5 KiB

Connecting Statement:

ଯୀଶୁ ଫିଲିପ୍ପଙ୍କୁ ଏକ ପ୍ରଶ୍ନ ପଚାରୁଛନ୍ତି ଓ ତାହାପରେ ସେ ସମସ୍ତ ଶିଷ୍ୟମାନଙ୍କୁ କହି ଚାଲିଛନ୍ତି I

Do you not believe ... in me?

ଏହି ଟିପ୍ପଣୀ ଫିଲିପ୍ପଙ୍କ ପ୍ରତି ଯୀଶୁଙ୍କ ବାକ୍ୟକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ପ୍ରକୃତରେ ...ମୋଠାରେ ବିଶ୍ବାସ କରିବା ଉଚିତ I”(ଦେଖ: rc://*/ta/man/translate/figs-rquestion)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

The words that I say to you I do not speak from my own authority

ମୁଁ ଯାହା ତୁମମାନଙ୍କୁ କହୁଅଛି, ତାହା ମୋଠାରୁ ନୁହେଁ କିମ୍ବା “ମୁଁ କହୁଥିବା ଏହି ବାକ୍ୟସମୁହ ମୋଠାରୁ ନୁହେଁ”

The words that I say to you

ଏଠାରେ “ତୁମ୍ଭେମାନେ” ବହୁବାଚକ ଅଟେ I ଯୀଶୁ ବର୍ତ୍ତମାନ ସମସ୍ତ ଶିଷ୍ୟମାନଙ୍କୁ କହୁଛନ୍ତି I