or_tn/jhn/13/33.md

825 B

Little children

ଯୀଶୁ ସମ୍ପର୍କ ସ୍ଥାପନ କରିବା ନିମନ୍ତେ “ବତ୍ସଗଣ” ଶବ୍ଦ ବ୍ୟବହାର କରନ୍ତି ଯେ ସେ ଆପଣା ଶିଷ୍ୟମାନଙ୍କୁ ଆପଣା ସନ୍ତାନଗଣ ସଦୃଶ ପ୍ରେମ କରନ୍ତି I

as I said to the Jews

ଏଠାରେ ଯିହୂଦୀ ନେତା ମାନଙ୍କୁ ବୁଝାଇବା ନିମନ୍ତେ “ଯିହୁଦୀ” ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କଲେ I ଅନ୍ୟ ଏକ ଅନୁବାଦରେ: “ଯେପରି ମୁଁ ଯିହୂଦୀ ନେତାମାନଙ୍କୁ କହିଥିଲି” (ଦେଖ: rc://*/ta/man/translate/figs-synecdoche)