# Little children ଯୀଶୁ ସମ୍ପର୍କ ସ୍ଥାପନ କରିବା ନିମନ୍ତେ “ବତ୍ସଗଣ” ଶବ୍ଦ ବ୍ୟବହାର କରନ୍ତି ଯେ ସେ ଆପଣା ଶିଷ୍ୟମାନଙ୍କୁ ଆପଣା ସନ୍ତାନଗଣ ସଦୃଶ ପ୍ରେମ କରନ୍ତି I # as I said to the Jews ଏଠାରେ ଯିହୂଦୀ ନେତା ମାନଙ୍କୁ ବୁଝାଇବା ନିମନ୍ତେ “ଯିହୁଦୀ” ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କଲେ I ଅନ୍ୟ ଏକ ଅନୁବାଦରେ: “ଯେପରି ମୁଁ ଯିହୂଦୀ ନେତାମାନଙ୍କୁ କହିଥିଲି” (ଦେଖ: [[rc://*/ta/man/translate/figs-synecdoche]])