or_tn/jhn/13/08.md

960 B

If I do not wash you, you have no share with me

ଏଠାରେ ଯୀଶୁ ପିତରଙ୍କ ପାଦ ଧୋଇଦେବା ନିମନ୍ତେ ତାହାଙ୍କୁ ବୁଝାଇବା ନିମନ୍ତେ ଦୁଇଟି ନକାରାତ୍ମକ ବାକ୍ୟାଂଶ କହୁଛନ୍ତି I ଯୀଶୁ ସୂଚାଉଛନ୍ତି ଯେ ଯଦି ପିତର ତାହାଙ୍କ ଶିଷ୍ୟ ହୋଇ ରହିବାକୁ ଚାହୁଁଛନ୍ତି, ତେବେ ସେ ତାହାଙ୍କୁ ତାଙ୍କ ପାଦ ଧୋଇଦେବା ନିମନ୍ତେ ସମତି ହେବା ଆବଶ୍ୟକ I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ ତୁମର ପାଦ ଧୋଇଦେବି, ତେବେ ତୁମେ ମୋ ସହତ ସର୍ବଦା ରହିବ” (ଦେଖ: [[rc:///ta/man/translate/figs-doublenegatives]] ଓ [[rc:///ta/man/translate/figs-explicit]])