or_tn/jhn/13/08.md

4 lines
960 B
Markdown
Raw Permalink Normal View History

2020-11-19 00:15:53 +00:00
# If I do not wash you, you have no share with me
ଏଠାରେ ଯୀଶୁ ପିତରଙ୍କ ପାଦ ଧୋଇଦେବା ନିମନ୍ତେ ତାହାଙ୍କୁ ବୁଝାଇବା ନିମନ୍ତେ ଦୁଇଟି ନକାରାତ୍ମକ ବାକ୍ୟାଂଶ କହୁଛନ୍ତି I ଯୀଶୁ ସୂଚାଉଛନ୍ତି ଯେ ଯଦି ପିତର ତାହାଙ୍କ ଶିଷ୍ୟ ହୋଇ ରହିବାକୁ ଚାହୁଁଛନ୍ତି, ତେବେ ସେ ତାହାଙ୍କୁ ତାଙ୍କ ପାଦ ଧୋଇଦେବା ନିମନ୍ତେ ସମତି ହେବା ଆବଶ୍ୟକ I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ ତୁମର ପାଦ ଧୋଇଦେବି, ତେବେ ତୁମେ ମୋ ସହତ ସର୍ବଦା ରହିବ” (ଦେଖ: [[rc://*/ta/man/translate/figs-doublenegatives]] ଓ [[rc://*/ta/man/translate/figs-explicit]])